ଆରୁହା ବଜାର ସହିତ ୬ଟି ୱାର୍ଡ ୩ଦିନପାଇଁ ସଟଡାଉନ ଘୋଷଣା : ସିଂଦୋଳ ସରପଞ୍ଚ

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ସିଂଦୋଳ ପଞ୍ଚାୟତ ଅଧୀନ ଆରୁହା ବଜାର ସମେତ ୬ଗୋଟି ୱାର୍ଡକୁ ସରପଞ୍ଚ ଜଲ୍ଲାପାଳ କ୍ଷମତା ବଳରେ ୩ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। ସରପଞ୍ଚ ବୈକୁଣ୍ଠନାଥ ପାଣି ଏ ସମ୍ପର୍କରେ ଜିଲ୍ଲାପାଳ ,ଏସପି,ଉପଜିଲ୍ଲାପାଳ ,ତହସିଲଦାର,ବିଡ଼ିଓ ,ଚାନ୍ଦବାଲି ଏସଡ଼ିପିଓ ଏବଂ ତିହିଡି ଥାନା ଅଧିକାରୀଙ୍କୁ ଜଣାଇଛନ୍ତି। ଭଦ୍ରକ ସହରସ୍ଥିତ ଆଇସିଆଇସିଆଇ ବ୍ୟାଙ୍କର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ପରେ ବ୍ୟାଙ୍କର … Continue reading ଆରୁହା ବଜାର ସହିତ ୬ଟି ୱାର୍ଡ ୩ଦିନପାଇଁ ସଟଡାଉନ ଘୋଷଣା : ସିଂଦୋଳ ସରପଞ୍ଚ